ଖିର୍ସ୍ତାନ୍
ଦେଖଣା
ଖିର୍ସ୍ତାନ୍ —
ଉଚ୍ଚାରଣ: Khirastān
(ଖୀରସ୍ତାନିଆଣୀ—ସ୍ତ୍ରୀ)
খ্রিষ্ঠান
इसाइ, खिररतान. कृरतान
ଦେ. ବି. ଫୁ (ଇଂ. ଖ୍ରିଷ୍ଟିଆନ୍) —
୧: ଖ୍ରୀଷ୍ଟଧର୍ମାବଲମ୍ବୀ — ୧. Christian.
୨: (ବ୍ୟଙ୍ଗ) ହିନ୍ଦୁ ହୋଇ ହିନ୍ଦୁଧର୍ମରେ ଶାସ୍ତ୍ରବିହିତ ବର୍ଣ୍ଣାଚାର ପ୍ରତି ଅନାସ୍ଥାକାରୀ ବ୍ୟକ୍ତି —୨. (ironical) A hetorodox Hindu; a Hindu who does not observe the rigid rules of caste-system.