Jump to content

ଖିଲକାତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଲକାତି
ଉଚ୍ଚାରଣ: Khilakāti
চাকু, ছুরী चाकु

ଦେ. ବି —

୧: ଯେଉଁ ଛୁରିର ପତ୍ର ଓ ବେଣ୍ଟ ମଧ୍ୟରେ ଖିଲ ଦିଆଯାଇଥିବାରୁ ତାହା ବନ୍ଦ କରାଯାଇ ପାରେ — ୧. A small folding knife; clasp-knife.

୨: ଗୁଆକାତି —୨. Nut-cracker.