Jump to content

ଖିଲାଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଲାଣ
ଉଚ୍ଚାରଣ: Khilāṇa
খিলান मेहराव; खिलाख

ଦେ. ବି. (ହିନ୍ଦୀ) —

ଇଷ୍ଟକାଦିର ଶୃଙ୍ଖଳିତ ଗ୍ରନ୍ଥନବିଶେଷ; ତୋରଣ; ଉପରେ କଡ଼ି ନ ଥିବା ଛାତ; ମେହେରାବୀ — An arch; dome.