Jump to content

ଖିଲିଜୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଲିଜୀ
ଉଚ୍ଚାରଣ: Khilijī

ବୈଦେ. ବି. (ନାମ) (ଫା. ଖିଲ୍ଜୀ) —

ଆଫଗାନୀସ୍ଥାନର ସୀମାବାସୀ ପଠାଣ ଜାତିବିଶେଷ — A tribe of Pathans inhabiting the Afgan border.

[ଦ୍ର—ଏହି ବଂଶର ରାଜାମାନେ ଭାରତବର୍ଷରେ ଖ୍ରୀ ୧୨୮୮: ସାଲଠାରୁ ୧୩୨୭: ପର୍ଯ୍ୟନ୍ତ ରାଜତ୍ବ କରିଥିଲେ ଆଲ୍ଲାଉଦ୍ଦିନ୍ ଏହି ବଂଶୀୟ ରାଜାମାନଙ୍କ ମଧ୍ୟରେ ପ୍ରସିଦ୍ଧ ସମ୍ରାଟ ଥିଲେ]