ଖିଲ୍
ଦେଖଣା
ଖିଲ୍ —
ଉଚ୍ଚାରଣ: Khil
ପ୍ରାଦେ (ସମ୍ବଲପୁର) ବି (ତୁଳ. ହି. ଖରଲ୍)
ଚାଉଳ କୁଟିବା ଉଦୁଖଳ — A mortar for husking paddy in to rice.
ଖିଲ୍ —
ଉଚ୍ଚାରଣ: Khil
ପ୍ରାଦେ (ସମ୍ବଲପୁର) ବି (ତୁଳ. ହି. ଖରଲ୍)
ଚାଉଳ କୁଟିବା ଉଦୁଖଳ — A mortar for husking paddy in to rice.