ଖିଳୀକୃତ
ଦେଖଣା
ଖିଳୀକୃତ —
ଉଚ୍ଚାରଣ: Khiḻīkṛuta
ସଂ. ବିଣ. (ଖିଳ+ ଅଦ୍ଭୁତ ତଦ୍ଭାବେ (ଚ୍ବି) ଈ+କୃତ) —
୧: ୟାହାକୁ ଦୁର୍ଗମ କରାଯାଇ ଅଛି — ୧. Made unapproachable or impassable.
୨: ପ୍ରତିହତ; ବାଧାପ୍ରାପ୍ତ —୨. Obstructed.
୩: ନିରୁଦ୍ଧ —୩. Shut; blocked up.