Jump to content

ଖିଶା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଶା
ଉଚ୍ଚାରଣ: Khiṡā
থলিয়া कीशा, खीसा

ବୈଦେ. ବି. (ଫା. କୀଶା) —

୧: ପଇସା ରଖିବାର ଲୁଗାମୁଣି; କନାଥଳି —୧. A small cloth-bag for keeping money.

୨: ମୁଣି; ଖଳତା —୨. Wallet.