Jump to content

ଖିସାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିସାଇବା
ଉଚ୍ଚାରଣ: Khisāibā

ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କ୍ରୁଶ ଧାତୁ= ବିଳାପ କରିବା) —

୧: ମନ ମାରିବା; ବିମର୍ଷ ହେବା — ୧. To look sorrowful.

୨: (ଜାଶପୁର) ରାଗିବା —୨. To be angry.