ଖୀରକୋଳି ପାରୁଡ଼ାପୋକ
ଦେଖଣା
ଖୀରକୋଳି ପାରୁଡ଼ାପୋକ —
ଉଚ୍ଚାରଣ: Khīrakoḻi pāruṟḍ̠ā poka
ଦେ. ବି. —
ପାରୁଡ଼ାପୋକଙ୍କ ଠାରୁ ସାନ ଓ କଳା ଏବଂ ହରଡ଼ ପରି ଚେପା ଓ ଦୁର୍ଗନ୍ଧମୟ ପୋକ; (ଏମାନେ କ୍ଷୀରକୋଳି ଗଛରେ ଥାଆନ୍ତି) —A kind of insect smaller than tortoise-beetle emitting a stinking smell.