ଖୁଁ ଖୁଁ
ଦେଖଣା
ଖୁଁ ଖୁଁ —
ଉଚ୍ଚାରଣ: Khuñkhuñ
খুঁকখুক খুকখুক
खोँखोँ
ଦେ. ଅ. (ଧ୍ଵନ୍ୟନୁକରଣ) —
ଅଳ୍ପ ଅଳ୍ପ ଶୁଖିଲା କାଶ କାଶିବାରେ କଣ୍ଠର ଅବ୍ୟକ୍ତଧ୍ଵନି — The low sound of asthmatic coughing; sound of low coughing.
କ୍ରି. ବିଣ —
ଖୁଁ ଖୁଁ ଧ୍ଵନି ସହିତ — With a low coughing sound.