Jump to content

ଖୁଁ ଖୁଁ କାଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଁ ଖୁଁ କାଶ
ଉଚ୍ଚାରଣ: Khuñkhuñkāṡa
খুকখুকানি; খকখকানি खाँखी

ଦେ. ବି. —

ଶ୍ବାସରୋଗୀର ମୃଦୁ କାଶ — Asthmatic cough; low repeated cough; whooping cough.

ଖୁଁ ଖୁଁ କାଶ ଖରନିଶ୍ବାସ—ସଖି ଗୋ ମନ୍ଦ ଏ ଦନାଇଦାସ. ପହଳି