Jump to content

ଖୁଆଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଆଇବା
ଉଚ୍ଚାରଣ: Khuāibā
খাওআন खिलाना अँ टना

ଦେ. କ୍ରି —

୧: ଅନ୍ୟକୁ ଭୋଜନ କରାଇବା — ୧. To feed another.

ଭକ୍ଷ୍ୟ, ଲେହ୍ୟ, ପେୟ, ଅନ୍ନାଦି ଖୁଆଅ— କୃଷ୍ଣସିଂହ ମହାଭାରତ ସଭା

୨: କପାଖାଇ ଦ୍ବାରା ତଳା ଭିଣାଇବା — ୨. To cause cotton to be fleeced by the ginning mill

୩: ଅନ୍ୟକୁ ଖାଦ୍ୟ ପଦାର୍ଥ ଦେବା; ଖାଦ୍ୟବସ୍ତୁ ଖାଇବାକୁ ଦେବା — ୩. To supply meal to another.

୪: ଉତ୍କୋଚ ହେବା —୪. To bribe.

୫: ଅନ୍ୟକୁ ଭୋଜନ ଦ୍ବାରା ପାଳିବା; ପୋଷିବା — ୫. To support a person; to maintain a person.