Jump to content

ଖୁଆଇବା ପିଆଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଆଇବା ପିଆଇବା
ଉଚ୍ଚାରଣ: Khuāibā piābiā
খাওয়ান দাওয়ান खिलाना पिलाना

ଦେ. କ୍ରି (ସହଚର; ସଂ. ଖାଦ ଧାତୁ ଣିଚ୍+ପା ଧାତୁ ଣିଚ୍) —

୧: ଅସମର୍ଥ ବ୍ୟକ୍ତିର ମୁହଁକୁ ଖାଦ୍ୟ ଓ ପାନୀୟ ବସ୍ତୁ ଦେବା —୧. To put food and drink into the mouth of a person who is unable to eat and drink with his own hands.

୨: ଅନ୍ୟ ବ୍ୟକ୍ତିକୁ ଖାଦ୍ୟ ଓ ପାନୀୟ ଯୋଗାଇବା — ୨. To supply food and drink to another.

୩: ପୋଷିବା —୩. To maintain a person.

ଖୁଆଇ ପିଆଇ ନ ହେଲି କିଛି ମାଆ ବୋଲାଉଛି ଗୁହାଳ ପୋଛି—ଢ଼ଗ