ଖୁଆଇ ଦେବା
ଦେଖଣା
ଖୁଆଇ ଦେବା —
ଉଚ୍ଚାରଣ: Khuāi debā
খাইয়ে দেওয়া
खिलादेना
ଦେ. କ୍ରି. —
ନିଜ ହାତରେ ଖାଇବାକୁ ଅପାରଗ କୌଣସି ବ୍ୟକ୍ତି (ଯଥା; ଶିଶୁ; ରୋଗୀ)ର ପାଟିରେ ଖାଦ୍ୟ ଦେବାଦ୍ବାରା ତାକୁ ଖୁଆଇବା — To feed another by putting food into his mouth.