ଖୁଆଖୋଇ
ଦେଖଣା
ଖୁଆଖୋଇ —
ଉଚ୍ଚାରଣ: Khuākhoi
খাওয়াখায়ি
ଦେ. ବିଣ (ସଂ. ଖାଦ ଧାତୁ ଣିଜନ୍ତ) —
୧: ପରସ୍ପରକୁ ଖୁଆଇବା —୧. Feeding cach other.
୨: ଦୁଇଟି ବିରାଡ଼ି ପରସ୍ପର ମଧ୍ୟରେ କାମୁଡ଼ାକାମୁଡ଼ି ହେବା —୨. (two cats) Snapping at and scratching each other.
୩: ଅନ୍ଯୋଽନ୍ୟରେ କଳହ କରୁଥିବା — ୩. Mutually quarrelling.
ଦେ. ବି. —
୧: ପରସ୍ପରକୁ ଖୁଆଇବା କର୍ମ — ୧. The act of feeding each other.
୨: ପରସ୍ପର କାମୁଡ଼ାକାମୁଡ଼ି ହେବା — ୨. Mutual snapping or biting of two cats.
୩: ପରସ୍ପର ମଧ୍ୟରେ କଳହ — ୩. Mutual quarrelling.