ଖୁଆଡ଼
ଦେଖଣା
ଖୁଆଡ଼ —
ଉଚ୍ଚାରଣ: Khuāṟḍ̠a
খোড়, খোয়াড়
खड़का, वाड़ा
ଦେ. ବି. (ସଂ. କ୍ଷୋଡ଼= ଆଲାନ, ଗଜ ବନ୍ଧନସ୍ତମ୍ଭ; ତୁଳ, ହି. ଖୋବାର= ଶୂକର ରକ୍ଷାସ୍ଥାନ) —
୧: ଗୋରୁ ଆଦି ରହିବାର ବାଡ଼ାବନ୍ଦି ସ୍ଥାନ; ମେଲା ଗୁହାଳ — ୧. Cattle-pen; enclosure for cattle.
୨: ଗୋରୁଗୋଠ —୨. A flock of cattle.
୩: କାଞ୍ଜିହାଉଦା —୩. A pound for cattle.
୪: ପ୍ରାଚୀରବେଷ୍ଟିତ ଖଞ୍ଜା ବା ଅଗଣା — ୪. Court-yard.