Jump to content

ଖୁଆଦଣ୍ଡ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଆଦଣ୍ଡ
ଉଚ୍ଚାରଣ: Khuādaṇḍa
ঘোলমউনী; মঅনী मथानेकिडडी

ଦେ. ବି. —

ଦହି ମୋହିବା ଦଣ୍ଡ; ମନ୍ଥନଦଣ୍ଡ; ଖୁଆ — A rod with a ball at the end to churn butter-milk.

ଖୁଆଦଣ୍ଡଛୁଆଁ ଖରାପ କ୍ଷୀରରେ ସୁସ୍ବାଦ କି ଥାଏ ଆଉ କବିସୂର୍ଯ୍ୟ. ସଙ୍ଗୀତ