ଖୁଆରି କରିବା
ଦେଖଣା
ଖୁଆରି କରିବା —
ଉଚ୍ଚାରଣ: Khuāri karibā
ପ୍ରାଦେ (ସମ୍ବଲପୁର) କ୍ରି (ଫା. ଖାରୀ=ନଷ୍ଟି; ତୁଳ ହି. ଖୁଆରୀ=ବରବାଦୀ; ନଷ୍ଟି) —
ଗୋମେଷାଦି ଦ୍ବାରା କ୍ଷେତର ଫସଲକୁ ନଷ୍ଟ କରିବା; ଖଦା କରିବା — To cause crops to be damaged by cattle straying into a field.