ଖୁଆ ଖସାଇବା
ଦେଖଣା
ଖୁଆ ଖସାଇବା —
ଉଚ୍ଚାରଣ: Khuā khasāibā
ଦେ. କ୍ରି —
୧: ପ୍ରହାର ଦ୍ବାରା ବାହୁମୂଳର ଗଣ୍ଠବା କବ୍ବାକୁ ହୁଗୁଳା କରାଇବା —୧. To make the arm disjointed by excessive beating.
୨: ଦରଜ ଦୂର କରିବା ଉଦ୍ଦେଶ୍ୟରେ ବାହୁମୂଳରେ ତେଲ ଲଗାଇ ହାତପାପୁଲି ବା ଲେଡ଼ିଦ୍ବାରା ତାହାକୁ ଘଷିବା — ୨. To tightly press the palm over the arm by annointing oil over it.