Jump to content

ଖୁଖିଖାଶି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଖିଖାଶି
ଉଚ୍ଚାରଣ: Khukhikhāṡi

ପ୍ରାଦେ (ସମ୍ବଲପୁର) ବି. (ତୁଳ. ହି. ଖୋଁଖୀ+କାସ) —

ଖୁଁ ଖୁଁ କାଶ —Constant feeble coughing.

ଖୁଖିଖାଶି ବାରମାସୀ, ଠେଙ୍ଗାଖାଶି ପରାନ୍ନେସି—ପ୍ରବଚନ