Jump to content

ଖୁଖ୍ମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଖ୍ମା
ଉଚ୍ଚାରଣ: Khukhmā
(ଖୁଖ୍ମୀ—ସ୍ତ୍ରୀ)

ପ୍ରାଦେ (ସମ୍ବଲପୁର) ବି —

୧: କଇଁଫୁଲ — ୧. Water-lily.

୨: କଇଁ ଫୁଲର ମଞ୍ଜି — ୨. The seed of water-lily.

ଦେ. ବିଣ. ପୁଂ —

ସବଳ; ହୃଷ୍ଟପୁଷ୍ଟ —Fat and healthy;