ଖୁଗୁରା
ଦେଖଣା
ଖୁଗୁରା —
ଉଚ୍ଚାରଣ: Khugura
খুগুরি
खुगीर
ବୈଦେ. ବି. (ଫା. ଖୁଗୀର୍) —
ଘୋଡ଼ା ଉପରେ ଚାରିଜାମା ତଳେ ପକାଯିବା ମୋଟା ବସ୍ତ୍ରର ଆସନି — A cloth cushion put on the back of a horse below the chārijāmā before the saddle was in vogue.
[ଦ୍ର—ପାଶ୍ଚାତ୍ୟ ଜିନ୍ର ବ୍ୟବହାର ହେବା ପୂର୍ବେ ଏ ଦେଶରେ ଘୋଡ଼ା ପିଠିରେ ଖୁଗୁର ପକାଯାଇ ତା ଉପରେ ଚାରିଜାମ ପକାୟାଉଥିଲା]