ଖୁଙ୍କୁ
ଦେଖଣା
ଖୁଙ୍କୁ —
ଉଚ୍ଚାରଣ: Khuṅku
কুর
गुदा; गिरि
ଦେ. ବି (ସଂ. ଅଙ୍କୁର) —
ଗଜୁରିଥିବା ତାଳଟାକୁଆ ମଧ୍ୟରେ ଥିବା ସୁମିଷ୍ଟ ଶସ (ଏଥିରେ ଗଜାର ବିପରୀତ ପାଖରେ ଚେର ଲାଗିଥାଏ) —The soft edible sweet kernel inside the stone of a sprouting palm-fruit.