Jump to content

ଖୁଙ୍ଗିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଙ୍ଗିବା
ଉଚ୍ଚାରଣ: Khuṅgibā
খোঁচা, খুঁচা भोकना, कोचना, गेदना; चुभाना

ଦେ. କ୍ରି (ସଂ. କୁଚ ଧାତୁ= ବିଲେଖନ) —

୧: ଆଙ୍ଗୁଠି ବା ବାଡ଼ିଅଗରେ କେଞ୍ଚିବା —୧. To poke with the tips of fingers or stick.

୨: କୈଣସି ମୁନିଆଁ ଅସ୍ତ୍ରରେ କେଞ୍ଚିବା — ୨. To poke with a sharp pointed weapon.