Jump to content

ଖୁଚରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଚରା
ଉଚ୍ଚାରଣ: Khucharā
খুচরা खुरदा, खुजरा

ଦେ. ବିଣ (ଫା. ଖୁଜ୍ରା; ତୁଳ. ସଂ. କ୍ଷୁଦ୍ର) —

୧: କ୍ଷୁଦ୍ର, କ୍ଷୁଦ୍ର, ଅଂଶ— ଯୁକ୍ତ; ଛୋଟ ଛୋଟ —୧. Small; consisting of small pieces.

୨: ଅଳ୍ପ ପରିମାଣରେ ବିକ୍ରି କରାଯିବା (ପଣ୍ୟ) — ୨. (commodities) Sold in retail.

୩: ଅଳ୍ପ ପରିମାଣରେ ବିକ୍ରି କରୁଥିବା (ଦୋକାନୀ) — ୩. (a shop-keeper) Selling (things) in retail.

ଖୁଚରା ବିକ୍ରେତାମାନଙ୍କର ଜୀବିକା ଭଲରୂପେ ଚଳି ପାରନ୍ତା ନାହିଁ— ରାଧାନାଥ ବିବେକୀ

ଦେ. ବି —

୧: କ୍ଷୁଦ୍ର କ୍ଷୁଦ୍ର ଅଂଶ —୧. Small pieces.

୨: ପଣ୍ୟ ଦ୍ରବ୍ୟର ଅଳ୍ପ ପରିମାଣରେ ବିକ୍ରୟ — ୨. Retail-sale of commodities.

୩: ଟଙ୍କା ଭଙ୍ଗାର ତହିଁ ବଦଳରେ ଆଣିବା କ୍ଷୁଦ୍ର କ୍ଷୁଦ୍ର ମୁଦ୍ରାଚୟ —୩. Small coins got in exchange of larger coins.

୪: ସମାନ୍ୟ ପରିମାଣରେ ଅବଶିଷ୍ଟ ବସ୍ତୁମାନ — ୪. Small remnants or remainders.