Jump to content

ଖୁଚରା ଖରଚ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଚରା ଖରଚ
ଉଚ୍ଚାରଣ: Khucharā kharacha
খুচরাখরচ खुजरा खरच

ଦେ. ବି. (ଫା. ଖୁଜ୍ରା+ଫା. ଖର୍ଚ୍ଚ) —

ବାଜେ ଖରଚ; ଯେଉଁ ଖରଚ ପାଇଁ ଅଳ୍ପ ପଇସା ଲୋଡ଼ା —Small or miscellaneous expenses.