ଖୁଚରା ବଳିବା
ଦେଖଣା
ଖୁଚରା ବଳିବା —
ଉଚ୍ଚାରଣ: Khucharā baḻibā
ଦେ. ବି. —
ବଡ଼ ବଡ଼ ବସ୍ତୁ ବା କାର୍ଯ୍ୟ ବା ଦିନ ବା ମାସ ହିସାବ ହେଲା ପରେ ଯେଉଁ କ୍ଷୁଦ୍ର— ସଂଖ୍ୟକ ବସ୍ତ ଉଦ୍ବୃତ୍ତ ରହେ —Small insignificant remainders left after squaring up accounts for larger matters or periods.