ଖୁଚିବା
ଦେଖଣା
ଖୁଚିବା —
ଉଚ୍ଚାରଣ: Khuchibā
ପ୍ରାଦେ. (ସମ୍ବଲପୁର) କ୍ରି —
ଖୋସିବା; ଭିତରକୁ ମାଡ଼ି ଗୁଞ୍ଜିବା — To tuck in.
(ଯଥା—କାନରେ ଫୁଲ ଖୁଚିବା)
ଖୁଚିବା —
ଉଚ୍ଚାରଣ: Khuchibā
ପ୍ରାଦେ. (ସମ୍ବଲପୁର) କ୍ରି —
ଖୋସିବା; ଭିତରକୁ ମାଡ଼ି ଗୁଞ୍ଜିବା — To tuck in.
(ଯଥା—କାନରେ ଫୁଲ ଖୁଚିବା)