Jump to content

ଖୁଜାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଜାଇବା
ଉଚ୍ଚାରଣ: Khujāibā

ପ୍ରାଦେ (ସମ୍ବଲପୁର) କ୍ରି—(ସଂ. ଖର୍ଜ ଧାତୁ ତୁଳ. ହି. ଖୁଜ୍ଲାନା) —

୧: କୁଣ୍ଡାଇବା —୧. To scratch an itching limb.

୨: କୁଣ୍ଡାଇହେବା —୨. To feel itching; to itch.