Jump to content

ଖୁଜୁବୁଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଜୁବୁଜ
ଉଚ୍ଚାରଣ: Khujubuja

ଦେ. ବି. ଓ ବିଣ —

ଖୁଜ୍ବୁଜ୍ (ଦେଖ) Khujbuj (See)

ବି —

ପ୍ରବାସୀ ପ୍ରିୟଜନ ସମ୍ବନ୍ଧରେ ମନରେ ଜାତ ଅସ୍ଥିରରା ବା ଚିନ୍ତା —Restlessness or anxiety due to thoughts after an absent dear one.