Jump to content

ଖୁଜ୍ବୁଜ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଜ୍ବୁଜ୍
ଉଚ୍ଚାରଣ: Khujbuj
চুলবুল बेचैन

ଦେ. ବି —

୧: ଅସ୍ଥିରତା; ଚଗଲାମି — ୧. Restlessness.

୨: ସମାନ୍ୟ ଦୁଷ୍ଟାମି — ୨. Petty wickedness due to restlessness.

ଦେ. ବିଣ —

ଅସ୍ଥିର; ଚଞ୍ଚଳ — ୧. Restless; hasty.