Jump to content

ଖୁଜ୍ରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଜ୍ରି
ଉଚ୍ଚାରଣ: Khujri

ପ୍ରାଦେ (ସମ୍ବଲପୁର) ବି (ସଂ. ଖର୍ଜନ; ତୁଳ. ହି. ଖୁଜ୍ଲୀ) —

୧: କୁଣ୍ଡିଆ (ରୋଗ) — ୧. Dry itches.

୨: କୁଣ୍ଡେଇହେବା; ଗଲ୍ଲୁ —୨. Itching.