ଖୁଞ୍ଚ
ଦେଖଣା
ଖୁଞ୍ଚ —
ଉଚ୍ଚାରଣ: Khun̄cha
ଦେ. ବି (ସଂ. କୁଚିକା) —
୧: ଛୋଟ ଖିଲ; କୀଳକ; ମେଖ — ୧. Peg.
୨: ଉଲୁରି ଯାଇଥିବା ଚାଳର ଅଂଶରେ ଗୁଞ୍ଜାଯିବା ନଡ଼ା ବା କୁଟା; ଖୁଞ୍ଚା — ୨. Straw put in an opening made in a thatch.
୩: ନିର୍ଧିଷ୍ଟ ମାପ ଅନୁସାରେ ବଢ଼େଇ ବା କରତୀମାନେ କାଠ ଆଦିର ଚିହ୍ନ ଦେବା ସକାଶେ ବ୍ୟବହାର କରିବା କାଠି — ୩. A small twig cut according to given lenght used by carpenters and sawyers to mark out a log to be sawn or scraped into given spaces.
୪: ଚିରାହେବା କାଠକୁ ବାନ୍ଧିବା ନିମନ୍ତେ କରତୀ ଓ ବଢ଼େଇମାନେ ବ୍ୟବହାର କରିବା କଳା ଓ ଧଳା ରଙ୍ଗ ବୋଳା ହୋଇଥିବା ସୂତା — ୪. A line or thread (besmeared with chalk or black) used by sawyears and carpenters to mark a log of wood to be sawn.