ଶବ୍ଦାର୍ଥ:
ଖୁଞ୍ଚିହେବା — ଉଚ୍ଚାରଣ: Khun̄chihebā
ଦେ. ବି —
(ନେତ୍ର) ପୀଡ଼ା କରିବା; ଆଖି ରୁଗୁରୁଗ୍ ହେବା —Aching of the eye.