Jump to content

ଖୁଟିନାଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଟିନାଟି
ଉଚ୍ଚାରଣ: Khuṭināṭi
খুঁ টিনাটি

ଦେ. ବି. (ବଙ୍ଗଳାରୁ ଅନୁକୃତ) —

୧: ଅତି ସୂକ୍ଷ୍ମ — ୧. Very minute or petty things.

୨: ଅତି ସୂକ୍ଷ୍ମ ବା କ୍ଷୁଦ୍ର ଦୋଷମାନ — ୨. Petty defects.