Jump to content

ଖୁଟିନାଟି କରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଟିନାଟି କରି
ଉଚ୍ଚାରଣ: Khuṭināṭi kari
খুঁ টিনাটি

ଦେ. କ୍ରି. ବିଣ. (ବଙ୍ଗଳାରୁ ଅନୁକୃତ) —

ଖୁବ୍ ତନ୍ନତନ୍ନ କରି; ପୁଙ୍ଖାନୁପୁଙ୍ଖରୁପେ — Minutely; thoroughly.

(ଯଥା—ଖୁଁଟିନାଟି କରି ପରୀକ୍ଷା କରିବା)