Jump to content

ଖୁଟ୍ଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଟ୍ଲି
ଉଚ୍ଚାରଣ: Khuṭli

ପ୍ରାଦେ. (ସମ୍ବଲପୁର) ବି —

ଜାଳିବାର ଉପଯୁକ୍ତ କ୍ଷୁଦ୍ର କାଷ୍ଠଖଣ୍ଡ — Bits of wood used as fuel.