Jump to content

ଖୁଡ଼ତାପୁଅ ଭାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଡ଼ତାପୁଅ ଭାଇ
ଉଚ୍ଚାରଣ: Khuṟḍ̠utāpua bhāi

(ଖୁଡ଼ୁତାଝିଅ ଭଉଣୀ—ବିପରୀତ ଲିଙ୍ଗ)

খুড়তুতো ভাই चचेरा भाइ

ଦେ. ବି. ପୁଂ. (ଖୁଲ୍ଲତାତ+ପୁତ୍ର+ଭ୍ରାତା) —

ଆପଣାର କକେଇଙ୍କ ପୁଅ; ଯେକି ଆପଣାର ଭାଇ — One's frist causin-brother.