Jump to content

ଖୁଡ଼ୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଡ଼ୀ
ଉଚ୍ଚାରଣ: Khuṟḍ̠ī
খুড়ী चाची

ଦେ. ବି. ସ୍ତ୍ରୀ. (ସଂ. ଖୁଲ୍ଲ) —

କନିଷ୍ଠ ପିତୃବ୍ୟଙ୍କ ସ୍ତ୍ରୀ — Paternal aunt; wife of father's younger brother.