Jump to content

ଖୁଡ଼ୀଶାଶୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଡ଼ୀଶାଶୁ
ଉଚ୍ଚାରଣ: Khuṟḍ̠īṡāṡu
(ଖୁଡ଼ୁତାଶୁର—ପୁଂ) খুড়শাশ; খুড়শাশুড়ী चाचिया शाश

ଦେ. ବି. ସ୍ତ୍ରୀ. (ସଂ. ଖୁଲ୍ଲ୍ୟ ଓ ଶ୍ବଶ୍ରୁ) —

ଶାଶୁଙ୍କର ସାନ ୟାଆ; ଆପଣା ସ୍ବାମୀଙ୍କର ବା ସ୍ତ୍ରୀଙ୍କର ଖୁଡ଼ୀ —Wife of one's father-in-law's younger brother.