Jump to content

ଖୁଡ଼୍କିନି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଡ଼୍କିନି
ଉଚ୍ଚାରଣ: Khuṟḍ̠kini
খুড়করে

ଦେ. ଅ. (ଧ୍ଵନ୍ୟନୁକରଣ) —

ସାମାନ୍ୟ ମାତ୍ର ଶବ୍ଦ ହେଲେ — At a very little sound; at a slight noise.

(ଯଥା—ତାଙ୍କ ନିଦ ଏତେ ପତଳା ଯେ ଘରେ ଖୁଡ଼୍କିନି ହେଲେ ତାଙ୍କ ନିଦ ଭାଙ୍ଗି ଯାଏ)