Jump to content

ଖୁଡ଼୍ଖୁଡ଼୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଡ଼୍ଖୁଡ଼୍
ଉଚ୍ଚାରଣ: Khuṟḍ̠khuṟḍ̠
খুড়খুড় खड़खड़, खटखट

ଦେ. ଅ (ଧ୍ଵନ୍ୟନୁକରଣ; ତୁଳ ସଂ. ଖଡ଼ ଧାତୁ=ବିଲୋଡ଼ନ) —

କଠିନ ପଦାର୍ଥମାନଙ୍କର ପରସ୍ପର ଆଘାତରେ ଜାତ ହେବା ଖଡ଼ଖଡ଼ ଶବ୍ଦ ଅପେକ୍ଷା ନୀଚତର ଶବ୍ଦ; ମୃଦୁ ବିଲୋଡ଼ନ ଶବ୍ଦ —Clattering low sound of two hard things striking with each other.

[ଦ୍ର—ଖଡ଼ଖଡ଼ ଅପେକ୍ଷା ଖୁଡ଼୍ଖୁଡ଼୍ ମୃଦୁତର ଶବ୍ଦ]