Jump to content

ଖୁଡ଼୍ତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଡ଼୍ତା
ଉଚ୍ଚାରଣ: Khuṟḍ̠ata
খুড়া चचा
(ଖୁଡ଼ୀ—ସ୍ତ୍ରୀ)

ଦେ. ବି. ପୁଂ. (ସଂ. କ୍ଷୁଲ୍ଲତାତ; ଖୁଲ୍ଲତାତ) —

କନିଷ୍ଠ ପିତୃବ୍ୟ; କକା; କକେଇ — Younger uncle; father's younger brother; junior paternal uncle.