Jump to content

ଖୁଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣି
ଉଚ୍ଚାରଣ: Khuṇi
খূনী खुनी

ବୈଦେ. ବି. (ଫା ଖୂନୀ) —

ହତ୍ୟା; ମାରଣ — Murder; bloodshed.

ଦେ. ବିଣ —

୧: ହତ୍ୟାସମ୍ବନ୍ଧୀୟ (ମକଦ୍ଦମା) — ୧. (case) Relating to a murder.

୨: ହତ୍ୟାକାରୀ —୨. One who murders.

୩: ରକ୍ତବର୍ଣ୍ଣବିଶିଷ୍ଟ —୩. Red-coloured.