Jump to content

ଖୁଣି ମାଇନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣି ମାଇନା
ଉଚ୍ଚାରଣ: Khuṇi māinā
খূনী মানায় खूनी माएना

ବୈଦେ. ବି. (ଆ. ଖୁନୀ+ମାଏନାହ୍) —

ଜୀବିତ ବା ମୃତ ଆହତ ବ୍ୟକ୍ତିର ଆଘାତର ପରିମାଣ ଓ ବିଚରଣ ନିର୍ଣ୍ଣୟାର୍ଥେ ଡାକ୍ତରଙ୍କଦ୍ବାରା କୃତ ପରୀକ୍ଷା — Examination of a wounded person's body (dead or living).