Jump to content

ଖୁଣ୍ଟଆଭାଜି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ଟଆଭାଜି
ଉଚ୍ଚାରଣ: Khuṇṭiābhāji

ପ୍ରାଦେ (ସମ୍ବଲପୁର) ବି —

(ୟାହାର ଅଗକୁ ଖୁଣ୍ଟିକରି ନିଆଯାଏ)—ଶାକବିଶେଷ; ଲେଉଟିଆ ଶାଗ — A sort of Potherb.

(ଯଥା—ପ୍ରଜାମାନେ ରାଜାଙ୍କର ଖୁଣ୍ଠିଆଭାଜି—ତୁଳ. ଓଡ଼ିଶାରେ କହନ୍ତି, ପ୍ରଜାମାନେ ରାଜାଙ୍କର ଲେଉଟିଆ ପଟାଳି)