Jump to content

ଖୁଣ୍ଟଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ଟଲା
ଉଚ୍ଚାରଣ: Khuṇṭlā

ପ୍ରାଦେ. (ସମ୍ବଲୁପର) ବି —

୧: ଖୁଣ୍ଟା; ସାନ ଖୁଣ୍ଟ — ୧. Small post.

୨: ଜାଳିବାର ଛୋଟ କାଠ — ୨. Small pieces of wood used as fuel.