ଖୁଣ୍ଟାଗାଡ଼ି
ଦେଖଣା
ଖୁଣ୍ଟାଗାଡ଼ି —
ଉଚ୍ଚାରଣ: Khuṇṭāgāṟḍ̠i
খূটাগাড়ী
खूँटागाड़ी
ଦେ. ବି —
୧: ତାଗାଗାଡ଼ି; କୌଣସି ଭୂସମ୍ପତ୍ତି ଆଦାଲତରେ ନିଲାମ କରାଯିବା ନିମନ୍ତେ ପୂବର୍ରୁ ତହିଁର କୋରଖ୍ ଇସ୍ତିହାର ସର୍ୟମିନ୍ରେ ପ୍ରଚାରିତ ହୁଏ ସେହି ଉଦ୍ଦେଶ୍ୟରେ ସର୍ୟମିନ୍ରେ ତାହା ଲଟକାଇବା— ପାଇଁ ଖୁଣ୍ଟା ବା ତାଗା ପୋତା ଯିବାର ଆଇନ୍ନିର୍ଦ୍ଦିଷ୍ଟ— ବିଧି ବା କ୍ରିୟା —୧. The act of driving a pillar into the ground to hang the writ of attachment on it when a landed property is advertised to be sold by public auction in execusion of a decree of a Court of justice.
୨: ଜମିଦାରଙ୍କ ଜମିରେ ନଦୀ ମଧ୍ୟରେ ନୌକାକୁ ଅଟକାଇ— ରଖିବା ନିମନ୍ତେ ଯେଉଁ ଖୁଣ୍ଟ ପୋତାଯାଏ, ସେଥିପାଇଁ ଅନୁମତି ପାଇବା ସକାଶେ ଡଙ୍ଗାବାଲାମାନେ ଜମିଦାରଙ୍କୁ ଦେବା କର —୨. Cess paid to a landlord by boatmen for permission to drive pegs on the river-bank for tying boats thereto.