Jump to content

ଖୁଣ୍ଟିଖାଣ୍ଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ଟିଖାଣ୍ଟି
ଉଚ୍ଚାରଣ: Khuṇṭikhāṇṭi
খঁটেখটে

ଦେ. କ୍ରି. ବିଣ —

ବୁଣାଯାଇଥିବା ସମସ୍ତ କ୍ଷୁଦ୍ରପଦାର୍ଥ ବା କଣମାନଙ୍କୁ ଆହରଣ କରିବା ପ୍ରକାରେ — By picking up all small particles of a thing strewn on the ground.

(ଯଥା—ପାରାମାନେ ଭୂଇଁରୁ ସୋରିଶୟାକ ଖୁଣ୍ଟିଖାଣ୍ଟି ଖାଇଗଲେ)