ଖୁଣ୍ଟିଖିଆ
ଦେଖଣା
ଖୁଣ୍ଟିଖିଆ —
ଉଚ୍ଚାରଣ: Khuṇṭikhiā
(ଖୁଣ୍ଟିଖାଈ—ସ୍ତ୍ରୀ)
ଦେ. ବିଣ. ପୁଂ (ଗାଳି ଓ ଘୃଣାର୍ଥକ) —
ଯେ ଭୂମିରେ ପଡ଼ିଥିବା ଅନ୍ନକଣାମାନେ ଖୁଣ୍ଟିକରି ଖାଏ —
୧: କୃପଣ —୧. Miserly.
୨: ଅତି ଗରିବ —୨. Very poor.
ଖୁଣ୍ଟିଖିଆ —
ଉଚ୍ଚାରଣ: Khuṇṭikhiā
(ଖୁଣ୍ଟିଖାଈ—ସ୍ତ୍ରୀ)
ଦେ. ବିଣ. ପୁଂ (ଗାଳି ଓ ଘୃଣାର୍ଥକ) —
ଯେ ଭୂମିରେ ପଡ଼ିଥିବା ଅନ୍ନକଣାମାନେ ଖୁଣ୍ଟିକରି ଖାଏ —
୧: କୃପଣ —୧. Miserly.
୨: ଅତି ଗରିବ —୨. Very poor.